ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ୍ ଟିମ

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାଜନକ। ଏଥିପାଇଁ ପ୍ରଶାସନ ତରଫରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ଓଡ୍ରାଫ ଟିମ ନିୟୋଜିତ ହେବ।ଏହା ସହ ଉପଗ୍ରହ ସହାୟତାରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ତଦାରଖ କରାଯାଉଛି। ବନାଗ୍ନି ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ … Continue reading ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ୍ ଟିମ